Jump to content

ପାର୍ବତୀମାଆ ଗୁଣ୍ଡି

ଉଇକିଅଭିଧାନ‌ରୁ

ପାର୍ବତୀମାଆ ଗୁଣ୍ଡି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯାଜପୁରର ବିଖ୍ୟାତ ଗୁଣ୍ଡି — A kind of tobacco powder prepered in Jajpur.

[ଦ୍ରଷ୍ଟବ୍ୟ —ଯାଜପୁରରେ ପାର୍ବତୀମା ବୋଲି ଜଣେ ସ୍ତ୍ରୀଲୋକ ଏହି ଉତ୍କୃଷ୍ଟ ଗୁଣ୍ଡି ବିକୁଥିଲା]