ପାର୍ବତେୟ
ଦେଖଣା
ପାର୍ବତେୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପର୍ବତ+ଏୟ)
[ସମ୍ପାଦନା]ପାର୍ବତ୍ୟ (ଦେଖ) - — Pārbatya (See)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସୁର୍ମା —୧. Antimony.
- ୨. ଜୀଙ୍ଗିନୀ (ଦେଖ) - —୨. Jiṇginī (see).
- ୩. ଧାତକୀ (ଦେଖ) - —୨. Dhātakī (See).
- ୪. ପାର୍ବତୀୟ ବ୍ୟକ୍ତି —୪. Hillman.
ଶକୁନି ପାର୍ବତିୟଗଣ ସଙ୍ଗେ ଧରି ଭଣଜାର ହୋଇଥିଲେଟି ରକ୍ଷାକାରୀ କୃଷ୍ଣସିଂହ. ମହାଭାରତ ଭୀମ