Jump to content

ପାର୍ବତ୍ୟ

ଉଇକିଅଭିଧାନ‌ରୁ

ପାର୍ବତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ପର୍ବତ+ଯ)

[ସମ୍ପାଦନା]
୧. ପର୍ବତ ଜାତ — ୧. Born of a mountain.
୨. ପର୍ବତ ସମ୍ୱନ୍ଧୀୟ —୨. Mountainous.
୩. ପର୍ବତ ବାସୀ —୩. Dwelling in the mountain.
୪. ପର୍ବତ ସଙ୍କୁଳ —୪. Hilly.