Jump to content

ପାର୍ଶ୍ୱ

ଉଇକିଅଭିଧାନ‌ରୁ

ପାର୍ଶ୍ୱ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପର୍ଶୁ=ପିଞ୍ଜରାହାଡ଼+ଅ; ଅଥବା ସ୍ପୃଶ୍ ଧାତୁ+କର୍ମ ଅ)

[ସମ୍ପାଦନା]
୧. କଡ଼; କାଖର ତଳଭାଗ; କଙ୍କାଳ; ପିଞ୍ଜରା— ହା଼ଡ଼ର ଉପରିଭାଗ —୧. the flanks; the side of the body; the region of the ribs.
୨. ଧାର —୨. Edge.
୩. ଡାହାଣ ବା ବାମ ପାଖ — ୩. Side (right or left).
୪. ନୈକଟ୍ୟ; ଅଦୂରତ୍ୱ — ୪. Nearness; vicinity; proximity.
୫. (ପର୍ଶୁ+ସମୂହାର୍ଥେ ଅ) ପର୍ଶୁକା ସମୂହ — ୫. A number of ribs.