ପାର୍ଶ୍ୱଗ
ଦେଖଣା
ପାର୍ଶ୍ୱଗ
ଉଚ୍ଚାରଣ
[ସମ୍ପାଦନା](ପାର୍ଶ୍ୱଗା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପାର୍ଶ୍ୱ+ଗମ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପାର୍ଶ୍ୱବର୍ତ୍ତୀ —୧. Situate on a side.
- ୨. ଯେ ପାଖେ ପାଖେ ଚାଲେ — ୨. Moving on one's side.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସହଚର; ପାର୍ଶ୍ୱଚର —୧. Companion.
- ୨. ଅନୁଚର —୨. Attendant.
- ୩. ଅର୍ଦଳୀ ଚାକର; ପାଖଲୋକ — ୩. Orderly; personal servant.