Jump to content

ପାର୍ଶ୍ୱପରିବର୍ତ୍ତ ଏକାଦଶୀ

ଉଇକିଅଭିଧାନ‌ରୁ

ପାର୍ଶ୍ୱପରିବର୍ତ୍ତ ଏକାଦଶୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Pārṡwaparibarttana ekādaṡī
  • ଆଇ.ପି.ଏ. — pˈɔ ˈakaɾ ɾˈɔ hˈʌlˈʌntɔ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo pˈɔ ɾˈɔ hɾˌɔʃʃoˈikaɾ bˈɔ ɾˈɔ hˈʌlˈʌntɔ tˈɔ hˈʌlˈʌntɔ tˈɔ ˈekadˌʌʃi

(ପାର୍ଶ୍ୱେକାଦଶୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁଙ୍କର ପାଶ୍ୱ ପରିବତ୍ତନରୂପ ଉତ୍ସବ; ଶୟନ ଏକାଦଶୀର ପରବର୍ତ୍ତୀ ବଡ଼ ଏକାଦଶୀ; ଭାଦମାସର ଶୁକ୍ଳ ଏକାଦଶୀ —The bright ୧୧th day of the mounth of Bhādra.

[ଦ୍ରଷ୍ଟବ୍ୟ —ଏ ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁ ଡାହଣ ପାଖକୁ କଡ଼ ଲେଉଟାନ୍ତି ବୋଲି ପୁରାଣମାନଙ୍କରେ ଲେଖାଅଛି]