ପାର୍ଶ୍ୱ ଶୂଳ
କଙ୍କାଳକୁ ମାରିବା ଶୂଳ ରୋଗବିଶେଷ — Shooting pain in the side; pleurisy
[ଦ୍ରଷ୍ଟବ୍ୟ —ଏଥିରେ ନିଶ୍ୱାସ ମାରିବାକୁ କଷ୍ଟ ହୁଏ ଓ କଙ୍କାଳ ଭିତରେ ଛୁଞ୍ଚିରେ ଫୋଡ଼ିବା ପରି ବେଦନା ଜଣାଯାଏବ