ପାର୍ଷ୍ଣୀ
ଦେଖଣା
ପାର୍ଷ୍ଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପୃଷ୍ ଧାତୁ=ସିକ୍ତ କରିବା+କର୍ମ. ନି)
[ସମ୍ପାଦନା]- ୧. ଗୁଳ୍ମର ଅଧୋଦେଶ; ଗୋଇଠି —୧. Heel.
- ୨. ପୃଷ୍ଠ ଦେଶ; ପଶ୍ଚାଦ୍ଦେଶ — ୨. Back side; the back.
- ୩. ସୈନ୍ୟର ପାଶ୍ଚାଦ୍ ଭାଗ — ୩. The rear of an army.
- ୪. ପୃଷ୍ଠ ଶତ୍ରୁ —୪. An enemy in one's rear.
- ୫. ଗୋଇଠା —୫. A kick. (Apte).
- ୬. ଜୟ କରିବା ଇଚ୍ଛା — ୬. Desire of conquering. (Apte).
- ୭. ଅନୁସନ୍ଧାନ; ତଦନ୍ତ — ୭. Inquiry. (Apte).
- ୮. (ସ୍ତ୍ରୀ) ଦୁଶ୍ଚରିତ୍ରା ସ୍ତ୍ରୀ — ୮. A licentious woman (Apte.)
- ୯. (ସ୍ତ୍ରୀ) କୁନ୍ତୀ — ୯. An epithet of Kuntī. (Apte).