Jump to content

ପାର୍ ଉତ୍ତାର

ଉଇକିଅଭିଧାନ‌ରୁ

ପାର୍ ଉତ୍ତାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପାର୍ଉତାର, ପାରଉତ୍ତାର ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାର ଓ ଉତ୍ତରଣ)

[ସମ୍ପାଦନା]
୧. ଲୋକମାନେ ନଦୀଆଦିକୁ ନୌକାଦ୍ୱାରା ପାରି ହୋଇ ଆରକୂଳରେ ନୌକାରୁ ଉତୁରି ଯିବା —୧. Crossing a river and setting foot on the other side.
୨. କୌଣସି ବିପଦରୁ ପରିତ୍ରାଣ — ୨. Deliverance from a danger.

ମହାମହିମାଙ୍କ ଆଜ୍ଞା ପାର ଉତ୍ତାରହି ପ୍ରାଚୀ, ବ୍ରବ୍ମନିରୂପଣଗୀତା

୨. ଲୋକଙ୍କୁ ନୌକାଦ୍ୱାରା ନଦୀଆଦି ପାର କରାଇବା କର୍ମ — ୨. Act of ferrying people across.