Jump to content

ପାର ଉତାର କରିବା

ଉଇକିଅଭିଧାନ‌ରୁ

ପାର ଉତାର କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପାର+ଉତ୍ତରଣ)

[ସମ୍ପାଦନା]
୧. ଲୋକମାନଙ୍କୁ ନଦୀଆଦି ପାର କରାଇ ଅପର କୂଳରେ ପହଞ୍ଚାଇବା —୧. To take people across a river safely; to ferry a person across.
୨. ଉଦ୍ଧାର କରିବା; ପରିତ୍ରାଣ କରିବା — ୨. To deliver.