ପାର ଉତ୍ତାର କରିବା
ଦେଖଣା
ପାର ଉତ୍ତାର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାର ଉତ୍ତାର କରିବା
|
ଦେଶଜ - କ୍ରି. (ସଂସ୍କୃତ - ପାର+ଉତ୍ତରଣ)
[ସମ୍ପାଦନା]- ୧. ଲୋକମାନଙ୍କୁ ନଦୀଆଦି ପାର କରାଇ ଅପର କୂଳରେ ପହଞ୍ଚାଇବା —୧. To take people across a river safely; to ferry a person across.
- ୨. ଉଦ୍ଧାର କରିବା; ପରିତ୍ରାଣ କରିବା — ୨. To deliver.