Jump to content

ପାର ଉତ୍ତାର ହେବା

ଉଇକିଅଭିଧାନ‌ରୁ

ପାର ଉତ୍ତାର ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ନଦୀ ଆଦି ପାର ହେବା; ଉତ୍ତୀର୍ଣ୍ଣ ହେବା —୧. To cross a river.
୨. ବିପଦରୁ ଉତ୍ତୀର୍ଣ୍ଣ ହେବା — ୨. To come out of a calamity safely.