Jump to content

ପାଲଟା

ଉଇକିଅଭିଧାନ‌ରୁ

ପାଲଟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପର୍ଯ୍ୟସ୍ତ; ପ୍ରା. ପଲ୍ଲଟ=ଓଲଟ ପାଲଟ)

[ସମ୍ପାଦନା]
୧. ବଦଳ — ୧. Exchange.

ତୁମ୍ଭେ ଦେହ ଦିଅ ପାଲଟ ମୋତେ କରି କୃଷ୍ଣସିଂହ. ମହାଭାରତ. ଆଦି

୨. ବିପରୀତ ରବା ଅସଙ୍ଗତ ଘଟଣା — ୨. Discrepant matters or events.

ଏ ରୂପେ ଯେବେ ସକଳ ପାଲଟ ମନମଥ ପେଶିଥିଲେ ରକି ଥାଟ—କବିସୂର୍ଯ୍ୟ. କବିତା

୩. ବିପର୍ଯ୍ୟସ୍ତ କରିବା କର୍ମ —୩. The act of inverting.
୪. ମାଙ୍କଡ଼ଚିତି —୪. Somersault.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବଦଳ ହୋଇଥିବା —୧. Exchanged.
୨. ବକ୍ର; ଆଡ଼ —୨. Side-long.
୩. ପିନ୍ଧିଲା ପରେ ଯେଉଁ ବସ୍ତ୍ର ଛଡ଼ା ହୋଇଥାଏ — ୩. Put off (cloth)

ଆଦେ ପାଲଟା ଶାଢ଼ି ଚୋର—ଭୂପତି, ପ୍ରେମପଞ୍ଚାମୃତ

୪. ବିପର୍ଯ୍ୟସ୍ତ —୪. Inverted; turned upside down.



ପାଲଟା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତୁଳ. ସଂ—ଲାଟ=ବସ୍ତ୍ର)

[ସମ୍ପାଦନା]
୧. ପାଲଟ (ଲିଗା) —୧. Pālaṭa (See)
୨. ପିନ୍ଧା ଲୁଗା —୨. Worn cloth.
୩. ପରିତ୍ୟକ୍ତ ପିନ୍ଧା ଲୁଗା —୩. Put off cloth.
୪. ପିନ୍ଧା ଥିବା ଲୁଗାର ବଦଳରେ ଅନ୍ୟ ଲୁଗା ପିନ୍ଧିବା ପାଇଁ ଉପଯୁକ୍ତ ବସ୍ତ୍ର —୪. A change of clothes.

ଦେଶଜ - ବିଶେଷଣ -

[ସମ୍ପାଦନା]

ପାଲଟା (ଦେଖ) - —Pālaṭa (See)