ପାଲଟ ଚାହଣୀ
ଦେଖଣା
ପାଲଟ ଚାହଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଲଟ ଚାହଣୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିପରୀତ ଦୃଷ୍ଟି; ଫେରି ଚାହିଁବା — ୧. A returning glance.
- ୨. ଆଡ଼ି ଚାହାଣିଁ; ଅପାଙ୍ଗ ଦୃଷ୍ଟି — ୨. A lover's glance in exchange for a glance by the loved; oblique side-long glance.
ଦେବତାଙ୍କ ହୃଦୟ ଥୋଇ ମବନକୁ ମାରିଗଲା ପାଲଟ ଚାହାଣିରେ ତାକୁ କୃଷ୍ଣସିଂହ, ମହାଭାରତ. ଆଦି