Jump to content

ପାଲଣ

ଉଇକିଅଭିଧାନ‌ରୁ

ପାଲଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଳଣ—ଅନ୍ୟରୂପ)

ଗ୍ରାମ୍ୟ - ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଳନ)

[ସମ୍ପାଦନା]
୧. ପାଳନ; ପାଳିବା — ୧. Maintaining.

ରାଜ୍ୟଜନ ପ୍ରଜା କକରେ ପାଇଣ—ପ୍ରାଚୀ. ଶଶିଶେଣା


୨. ବ୍ରତ ଆଦିର ନିୟମ ରକ୍ଷା କରିବା — ୨. Observance of vows.
୩. ରକ୍ଷଣ —୩. Preserving; saving; protecting.
୪. ରକ୍ଷା —୪. Protection.
୫. ଆଦେଶ ମାନିବା —୫. Obeying of an order.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ରକ୍ଷିତ —୧. Preserved; protected.
୨. ପାଳିତ —୩. Maintained.