Jump to content

ପାଲରେପକାଇବା

ଉଇକିଅଭିଧାନ‌ରୁ

ପାଲରେପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଖାପଚରେ ପାକଇବା; କରଗତ କରିବା; ବଶୀଭୂତ କରିବା — ୧. To bring a person under one's control or machination.
୨. ପ୍ରଲୋଭନ ଦେଖାଇ ବଶ କରିବା — ୨. To bring under control by temptations.
୩. ବିପଦରେ କୌଣସି ବ୍ୟକ୍ତିକୁ ପକାଇବା — ୩. To cause a person to be involved in danger.