ପାଲରେ ପଡ଼ିବା
ଦେଖଣା
ପାଲରେ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଲରେ ପଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବଶୀଭୂତ ହେବା; କରଗତ ହେବା — ୧. To come under one's control.
- ୨. କୁଚକ୍ର ବା କୁମନ୍ତ୍ରଣାଦ୍ୱାରା ବଶବର୍ତ୍ତୀ ହେବା — ୨. To come under another's machinations.
- ୩. ଅନ୍ୟର ଚକ୍ରାନ୍ତରେ ବିପନ୍ନ ହେବା — ୩. To be involoved in danger by another's machinations.