ପାଲଶ୍ ଉଠେଇବା
ଦେଖଣା
ପାଲଶ୍ ଉଠେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଲଶ୍ ଉଠେଇବା
|
(ପାଳିଶ୍ ବାହାର କରିବା, ପାଲିଶ୍ କାଢ଼ିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ପଦାର୍ଥକୁ ଘଷି ମାଜି ଖୁବ ମସୃଣ ଓ ଚକଚକିଆ କରାଇବା — To bring out polish from a thing by rubbing and varnishing. it well; to make a thing shining by polishing.