Jump to content

ପାଲାବଢ଼ାଇବା

ଉଇକିଅଭିଧାନ‌ରୁ

ପାଲାବଢ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଲାସାୟ କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପାଲାର ଅଭିନୟ ସମାପ୍ତି କରିବା — ୧. To finish the performance of Pālā
୨. (ଲକ୍ଷଣାର୍ଥ) କୌଣସି ଅଡ଼ମ୍ୱର ବା ଗୋଳମାଳମୟ କର୍ମରସମାପ୍ତି କରିବା — ୨ (figurative) To end any matter or show or ado.