ପାଲା ମନାସିବା
ଦେଖଣା
ପାଲା ମନାସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଲା ମନାସିବା
|
(ପାଲା ଯାଜିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମନୋବାଞ୍ଛା ସିଦ୍ଧ ହେଲେ ସତ୍ୟନାରାୟଣ ବା ସତ୍ୟପାର ଗୋସାଇଙ୍କୁ ଶିରିଣି ଭୋଗ କରି ପାଲାର ଅଭିନୟ କରିବା ପାଇଁ ଧର୍ମତଃ ପ୍ରତିଜ୍ଞା କରିବା —To vow to have the performance of pālā on the event of a person's wished for object being attained.
[ଦ୍ରଷ୍ଟବ୍ୟ —ମକଦମା ଡ଼ିଗ୍ରୀ ହେଲେ, ପୁଅ ଜନ୍ମ ହେଲେ ବା ଅନ୍ୟ ନମସ୍କାମନା ସିଦ୍ଧ ହେଲେ ମୁଁ ଗୋଟିଏ ବା ଥରେ ପାଲା କରାଇବା ବୋଲି ଲୋକେ ପ୍ରଭୁଙ୍କ ଡାକି ପାଲା ମନାସନ୍ତି କେହି୪ ପାଲା କେହି ୮ ପାଲା ଓ କେହି ୧୬: ପାଲା ଯାଚନ୍ତି ଏବଂ କାମ ଫତେ ହେଲେ ତଦନୁସାରେ ଏକ ବା ତତୋଽଧିକ ପୋଥିଥିଲା କିମ୍ୱା ଠିଆପାଲା କରନ୍ତି]