ପାଲିଙ୍କି ଉପରେ ପାଟଛତା
ଦେଖଣା
ପାଲିଙ୍କି ଉପରେ ପାଟଛତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଲିଙ୍କି ଉପରେ ପାଟଛତା
|
ଦେଶଜ - ବିଶେଷ୍ୟ - (ପ୍ରବଚନ)
[ସମ୍ପାଦନା](ଲକ୍ଷଣାର୍ଥ) ପାଲିଙ୍କିରେ ବସିଥିବା ବ୍ୟକ୍ତି ବଭବ ଶାଳୀ ଥିବାର ଅନୁମାନ ସ୍ୱଭାବିକ ପୁଣି ପାଲିଙ୍କି ପାଖେ ପାଖେ ଜଣେ ବ୍ୟକ୍ତିର ପାଟର ଛତା ମେଲି ପାଲିଙ୍କି ଉପରକୁ ଧରିଥିଲେ ତାହା ଅଧିକତର ବିଭବର ପରିଚୟ ହୁଏ —(fig) The state of one lucky event befalling on an already lucky person.