Jump to content

ପାଲିଙ୍କି ଚଢ଼ା

ଉଇକିଅଭିଧାନ‌ରୁ

ପାଲିଙ୍କି ଚଢ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପାଲିଙ୍କିରେ ଚଢ଼ି ଯାତାୟାତ କରିବା — To ride on a palki; to use the palki as a conveyance.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ବିଭାଘର ବିଭା ହେବାପାଇଁ ବର କନ୍ୟାର ଘରକୁ ଓ ବିବାହ ପରେ ବର ଓ କନ୍ୟା ଏକତ୍ର ବରଘରକୁ ପାଲିଙ୍କି ଚଢ଼ି ଆଡ଼ମ୍ୱର ସହିତ ଯାଆନ୍ତି — (a marraige) In which the bridegroom is taken in a palki for marriage and returns with the bride in palki and with procession.