Jump to content

ପାଳଣା

ଉଇକିଅଭିଧାନ‌ରୁ

ପାଳଣା

ଉଚ୍ଚାରଣ

[ସମ୍ପାଦନା]

(ପାଳଣା—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ପାଳନ)

[ସମ୍ପାଦନା]
୧. ପାଳନା (ଦେଖ) - — ୧. Pāḻanā (See)
୨. ପାଳନ (ଦେଖ) - —୨. Pāḻaṇā (See)

ସମ୍ୱରଣ ପୃଥ୍ୱୀ ପାଳଣା ଯହୁଁ କଲେ—କୃଷ୍ଣସିଂହ. ମହାଭାରତ. ଆଦି