ପାଳଣା କରିବା
ଦେଖଣା
ପାଳଣା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପାଳିବା; ରକ୍ଷା କରିବା — ୧. To preserve; to save.
- ୨. ନିରାପଦରେ ରଖିବା — ୨. To keep free from danger.
ଯୁଦ୍ଧରେ ମୋର ସେନା ପାଳଣା ନ କରି, ଅଲଗା ହୋଇ ଗଲେ କର୍ଣ୍ଣ ଧନିର୍ଦ୍ଦାରୀ—କକୃଷ୍ଣସିଂ. ମହାଭାରତ. ଆଦି
- ୩. ବ୍ରତାଦିର ନିୟମ ପାଳନ କରିବା — ୩. To observe a vow.
- ୪. ପାରଣା କରିବା; ଉପବାସ ପରେ ପ୍ରଥମ ଭଜନ କରିବା — ୫. To break fast after a vow.