ପାଳତୀ
ଦେଖଣା
ପାଳତୀ
ଉଚ୍ଚାରଣ
[ସମ୍ପାଦନା](ପାଳତୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. (ସଂସ୍କୃତ - ପାଳିତା)—ପୋଇଲୀ — ୧. Maid servant.
କାହିଁ ପାଇଁ ତୁମ୍ଭେ ଘଷିବ ମୋର ଗୋଡ଼ ପାଳତୀଏ ଅଛନ୍ତି ତୁମ୍ଭଠାରୁ ବଡ଼ କୃଷ୍ଣସିଂହ. ମହାଭାରତ. ବିରାଟ
- ୨. (ସଂସ୍କୃତ - ପାଳୟିତ୍ରୀ) ଯେଉଁ ଦାସୀ ରାଜକୁମାର ବା ରାଜକିମାରୀଙ୍କୁ ପାଳିଥାଏ —୨. A maid servant who acts as the foster mother of a prince or princess.
- ୩. ପାଳତୀ ମା (ଦେଖ) - —୩. Pāḻatī mā (See)