Jump to content

ପାଳତୀ ସେବା

ଉଇକିଅଭିଧାନ‌ରୁ

ପାଳତୀ ସେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଦ ସେବା; ଦାସୀର ସେବା; ଗୋଡ଼ଘଷା — The service of a maid servant; the service of massaging the feet of one's master or mistress.

ମହିଁ ଯାହାକୁ ଆଶ୍ରେ କରଣ ରହଇ, ତାହାର ମଁ ପାଳତୀ ସେବା ନ କରଇ କୃଷ୍ଣଂସିଂହ. ମହାଭାରତ. ବିରାଟ