ପାଳଧୁଆ
ଦେଖଣା
ପାଳଧୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଳଧୁଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାରିଭଦ୍ର)
[ସମ୍ପାଦନା]ଗ୍ରାମ୍ୟ ନାତିଦୀର୍ଘ ବୃକ୍ଷବିଶେଷ — The Indian coral tree; Erythrina Indica; Erythrina Stricta.
[ଦ୍ରଷ୍ଟବ୍ୟ —ଏ ଗଛର ନୂତନ ଶାଖାରେ କଳା କଣ୍ଟା ଥାଏ, କାଠ ଧଳା ଓ ହାଲୁକା, ପତ୍ର ତ୍ରିପର୍ଣ୍ଣ, ବସନ୍ତ କାଳରେ ପତ୍ର ଝଡ଼ି ପଡ଼ି ଗଛ ଯାକ ଗାଢ଼ ରକ୍ତବର୍ଣ୍ଣ ଫୁଲରେ ଭରି ଯାଏ ଏହାର କଢ଼ ତିଅଣ ତକରା ଯାଏ ଓ ପତ୍ରର ରସ କୃମି ନାଶକ ବୈଦିକ ମତରେ ଏହା ବାୟୁ, କଫ, ଶୋଥ, ମେଦ ଓ କୃମି— ନାଶକ ଓ ଏଥିରେ ପତ୍ର ପିତ୍ତଜ ରୋଗ ଓ କର୍ଣ୍ଣ ରୋଗ ବିନାଶକ ପାଳଧୁଆ ଗଛଠାରୁ ଛୋଟ ଆଉ ଏକ ପ୍ରକାର ପାଳଧୁଆକୁ ଚୋରି ପାଳଧୁଆ କହନ୍ତି ଏହାର ଉଚ୍ଚତା ୮୧: ହାତ ଓ ଫୁଲ ପାଳଧୁଆର ରଙ୍ଗ, କିନ୍ତୁ ଗୋଟିଗୋଟିକିଆ]
ପ୍ରାଦେଶିକ - (ବାଲ୍ଲେଶ୍ୱର)ବିଶେଷ୍ୟ -
[ସମ୍ପାଦନା]ଛୋଟ ଛୋଟ କୋଳିବିଶେଷ — A kind of yellow plum.
[ଦ୍ରଷ୍ଟବ୍ୟ —ଏହାର ରଙ୍ଗ ହଳଦିଆ]