Jump to content

ପାଳନ

ଉଇକିଅଭିଧାନ‌ରୁ

ପାଳନ

ଉଚ୍ଚାରଣ

[ସମ୍ପାଦନା]

(ପାଳିତ, ପାଳନୀୟ, ପାଲ୍ୟ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ପା ଧାତୁ+ଣିଚ୍=ପାଳି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଭରଣ ପୋଷଣ; ପ୍ରତିପାଳମ; ଭୋଜନ ଓ ବସ୍ତ୍ରାଦି ଦେଇ କୌଣସି ବ୍ୟକ୍ତିର ଜୀବିନ ରକ୍ଷା କରିବା —୧. Maintenance; bringing up.
୨. ରକ୍ଷଣ —୨. Protection; preservation.
୩. ବ୍ରତାଦି ଯଥାବିଧି ଆଚରଣ କରିବା — ୩. Observance (of fast and ceremonies).
୪. ଜଗିବା —୪. Guarding; watching.
୫. ପାଖରେ ରଖିବା —୫. Keeping.
୬. ସଦ୍ୟଃ ପ୍ରସୂତା ଗାଭୀର ଦୁଗ୍ଧ; ଗଜରା ଦୁଧ —୬. The milk of a cow which has newly given birth to a calf.
୭. ଆଦେଶ ମାନିବା — ୭. Carryying out of or obedience to an order.