ପାଳନ କରିବା
ଦେଖଣା
ପାଳନ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ପା ଧାତୁ ଣିଚ୍ =ପାଳି ଧାତୁ)
[ସମ୍ପାଦନା]- ୧. (ଶରଣାଗତ ଲୋକରୁ) ରକ୍ଷା କରିବା; ନିରାପଦରେ ରଖିବା —୧. To save; to protect; to keep; to preserve.
- ୨. (ରାଜ୍ୟ ଓ ପ୍ରଜା) ଶାସନ କରିବା —୨. To rule over.
- ୩. (ଶିଶୁ, ପଶୁ, ଗୋ ଆଦିକୁ ଖାଦ୍ୟ, ପାନୀୟ, ଆଦି ଦେଇ ପୋଷିବା, ବଢ଼ାଇବା, ଲାଳନ ପାଳନ କରିବା — ୩. To rear up; to bring up.
- ୪. (ପରିବାରକୁ ବା କୌଣସି ବ୍ୟକ୍ତିକୁ) ଭୋଜନ ଓ ପରି— ଧେୟ ଦେଇ ବଞ୍ଚାଇବା; ଭୋରଣ ପୋଷଣ କରିବା — ୫. To fllow; to observe.
- ୬. (ଅଶ୍ୱ, ହସ୍ତୀ, ମେଷ) ଗୃହପାଳିତ ପଶୁଆଦିଙ୍କୁ ସେବା କରିବା ୬. To tend.
- ୭. ଜଗିବା —୭. To watch.