ପାଳବିଣ୍ଡା ମନ୍ତ୍ରୀ
ଦେଖଣା
ପାଳବିଣ୍ଡା ମନ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଳବିଣ୍ଡା ମନ୍ତ୍ରୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅବିବେଚକ ରାଜାଙ୍କର ନିବୁଦ୍ଧିଆ ମନ୍ତ୍ରୀ — A foolish minister of a foolish king.
[ଦ୍ରଷ୍ଟବ୍ୟ —କାହାଣୀରେ ଅଛି 'ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ' ଗୋଟିଏ ଅବୁଝା ରାଜା ଥିଲେ ତାଙ୍କ ପାଖରେ ଗୋଟିଏ ମନ୍ତ୍ରୀ ଥିଲେ ମନ୍ତ୍ରୀଙ୍କ ମୁହଁ ଖୋଲାଥିଲେ କାଳେ ତାଙ୍କ ମୁହଁରୁ ଫସ୍ ଫାସ୍ ବୁଦ୍ଧି ଗୁଡ଼ାକ ପଦାକୁ ବାହାରିଯିବ, ସେଥିପାଇଁ ମନ୍ତ୍ରୀ ସବୁବେଳେ ମୁହଁରେ ବିଣ୍ଡାଏ ପାଳ ମାରି ରାଜସଭାରେ ବସିଥାଆନ୍ତି ରାଜା ପରାମର୍ଶ ଚାହିଁଲେ ମୁହଁରୁ ପାଳବିଣ୍ଡାଟା ଓଟାରି ପକାଇ ରାଜାଙ୍କୁ ବୁଦ୍ଧି ବତାଇ ଦିଅନ୍ତି ଓ ପୁଣି ସେହି ପାଳ ବିଣ୍ଡାକୁ ମୁହଁରେ ମାଡ଼ି ଦିଅନ୍ତି ପାଳବିଣ୍ଡା ମନ୍ତ୍ରୀଙ୍କ ପରାମର୍ଶ ଓ ଅବୁଝାମଣା ରାଜାଙ୍କର ବିଚାରଣା ସମ୍ୱନ୍ଧେ ଅନେକ ହାସ୍ୟୋଦ୍ଦୀପକ ଗଳ୍ପ ଅଛି ଫକୀର ମୋହନ ସେନାପତି ପାଳବିଣ୍ଡା ମନ୍ତ୍ରୀଙ୍କର ଗୋଟିଏ ଗଳ୍ପ ପଦ୍ୟାକାରରେ ଲେଖି ଅଛନ୍ତି]