ପାଳଲହଡ଼ା
ଦେଖଣା
ପାଳଲହଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଡ଼ିଶାର ଗୋଟିଏ ଗଡ଼ଜାତ — A state on Orissa.
[ଦ୍ରଷ୍ଟବ୍ୟ —ଏଥିରେ କ୍ଷେତ୍ରଫଳ ୪୫୨: ବର୍ଗମାଇଲ ଏହା ବାମଣ୍ଡାର ପୂର୍ବରେ ଅବସ୍ଥିତ ଏ ରାଜ୍ୟର ପ୍ରାଧାନ ପ୍ରବତ ମଳୟ ଗିରି ଧାରା
ନଗରର ସନ୍ତୋଷ ପାଳ ଅଷ୍ଟାଦଶ ଶତାଦ୍ଦୀ ପୂର୍ବେ ଏ ରାଜ୍ୟ ସ୍ଥାପନ କରିଥିଲେ ଏ ରାଜାଙ୍କ ସନ୍ତକ ସର୍ପ— ଜଗବନ୍ଧୁ—ପ୍ରାଚୀନ ଉତ୍କଳ]