ପାଳଶ
ଦେଖଣା
ପାଳଶ
ଉଚ୍ଚାରଣ
[ସମ୍ପାଦନା]ପାଲିସ୍, ପାଲିସିଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ ପଲିଶ୍; ସଂସ୍କୃତ - କରିକର୍ମ)
[ସମ୍ପାଦନା]- ୧. କୌଣସି ପାଦର୍ଥକୁ ଘଷି ମାଜି ମସୃଣ କରିବା — ୧. Polishing.
- ୨. ଘଷା ମଜା ଯୋଗୁଁ ଉତ୍ପନ୍ନ ମସୃଣତା; ଚିକଣା; ଚାକିଚକ୍ୟ —୨. Polish.
- ୩. ଚଉକି; ମେଜ ଆଦିର ଉପରକୁ ଘଷି ମାଜି ମସୃଣ କରି ତାକୁ ଚକ୍ଚକିଆ କରିବା ପାଇଁ ବ୍ୟବହୃତ ଲକ୍ଷାଦି ଲେପନ; ବାର୍ଣ୍ଣିସ୍; ଫ୍ରେଞ୍ଚ୍ ପାଲିଶ୍ —୩. Varnish; French polish.
ବୈଦେଶିକ - ବିଶେଷଣ -
[ସମ୍ପାଦନା]ଘଷା , ମଜା ହୋଇ ମସୃଣ ହୋଇଥିବା; ଚିକିଣିଆ; ଚକ୍ଚକିଆ —Well polished; shining; burnished; varnished.