ପାଳାଶ
ଦେଖଣା
ପାଳାଶ
ଉଚ୍ଚାରଣ
[ସମ୍ପାଦନା](ପାଳାଶୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପଳାଶ+ଅ)
[ସମ୍ପାଦନା]- ୧. ପଳାସ ବୃକ୍ଷ ସମ୍ୱନ୍ଧୀୟ — ୧. Relating to Pa&lline;āṡa tree.
- ୨. ହରିତବର୍ଣ୍ଣବିଶିଷ୍ଟ —୨. Green (colour).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ତମାଳ ପତ୍ର (ହିନ୍ଦୀ - ଶ.) — ୧. Tamāḻa leaves.
- ୨. ତେଜପତ୍ର (ହିନ୍ଦୀ - ଶ.) —୨. Cassia leaves.
- ୩. ହରିଦ୍ ବର୍ଣ୍ଣ —୩. Green colour (Apte).
- ୪. ପ୍ରାଚୀନ ମଗଧ ଦେଶ — ୪. The ancient Magadha country (Apte).