Jump to content

ପାଳି ଧରିବା

ଉଇକିଅଭିଧାନ‌ରୁ

ପାଳି ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଗାୟକର ବୋଲିବା ଗୀତକୁ ଅନୁସରଣ କରି ଘୋଷିବା —To receite a song sung by a singer in chorous; to receite the refrain of a song.

[ଦ୍ରଷ୍ଟବ୍ୟ —ସତ୍ୟନାରାୟଣ ପାଲା ଗୀତ ଓ ଭାଗବତ ଆଦିର ଦାଣ୍ଡୀଗତରେ ଓ ସଙ୍ଗୀତରେ ପ୍ରଧାନ ଗାୟକକୁ ଗୀତ ବୋଲିବା ମଧ୍ୟରେ ଅବସର ଦେବା ପାଇଁ ଏକାଧିକ ବ୍ୟକ୍ତି ପାଳି ଧରନ୍ତି ଏମାନେ ପାଳି ଧରିବାବେଳେ ଗାୟକ ଟିକିଏ ଦମ୍ ନିଏ]