ପାଳ ଦେଓ
(ପାଳଦେବ—ଅନ୍ୟରୂପ)
ଓଡ଼ିଶାର ପାଳଲହଡ଼ା ରାଜ୍ୟର ରାଜାଙ୍କ ଉପାଧି — The family title of the Rajas of Pallahara State (Orissa)
[ଦ୍ରଷ୍ଟବ୍ୟ —ଏ ବଂଶର ଏକ ପୁରୁଷ ଗଣେଶ୍ୱର ପାଳ ଓ ପରବର୍ତ୍ତୀ ପୁରୁଷ ମୁନିପାଳ ଉପାଧି କ୍ରମାନ୍ନୟରେ ଧାରଣ କରନ୍ତି]