ପାଳ ପକାଇ ଉଚ୍ଚ ହେବା
କୌଣସି କାରଣ ନ ଥାଇ ବା କେହି ବଡ଼ ବୋଲି କହୁ ନଥିଲ ବେଳେ ଆପେ ନିଜକୁ ବଡ଼ ବୋଲି ଭାବିବା ଓ ଦେଖାଇ ହେବା —To boast for nothing; to vainly boast of one's greatness without any foundation.