Jump to content

ପାଶକ

ଉଇକିଅଭିଧାନ‌ରୁ

ପାଶକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପାଶି ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ପଶାଖେଳ —୧. Game of dice.
୨. ପଶାକାଠି —୨. Die; dice (Apte).