ପାଶଙ୍ଗ
ଦେଖଣା
ପାଶଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଷାଣ; ତୁଳ. ଫାରାସୀ - ପାସଙ୍ଗ)
[ସମ୍ପାଦନା]- ୧. ତରାଜୁରେ ଦୁଇ ପାଖକୁ ସମାନ କରିବାକୁ ଯେଉଁ ପାଷାଣ ବା ଇଟା ଖଣ୍ଡ ଦେବାକୁ ହୁଏ — ୧. A piece of stone or brick-bat put on one of the paus of a scale to make the beam horizontal; a make weight.
- ୨. ତୁଳା ଦଣ୍ଡର ଦୁଇ ପାଲାର ସମତା — ୨. Equilibrium of a scale-beam.