Jump to content

ପାଶଙ୍ଗରେ ନ ପଡ଼ିବା

ଉଇକିଅଭିଧାନ‌ରୁ

ପାଶଙ୍ଗରେ ନ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଲକ୍ଷଣାର୍ଥ)

[ସମ୍ପାଦନା]
୧. କୌଣସି ବସ୍ତୁ ବା ବ୍ୟକ୍ତି ସଙ୍ଗେ ତୁଳନୀୟ ନ ହେବା — ୧. Not to be considered worth comparing.
୨. ସମାନ ନ ହେବା —୨. Not to be equal.
୩. ଅନେକଙ୍କ ଭିତରେ ଜଣେ ବୋଲି ବିବେଚିତ ନ ହେବା — ୩. No to be considered as a distinguished person amongst many.
୪. ସମ୍ମାନ—ସହିତ ବିବେଚିତ ନ ହେବା —୪. Not to be regarded with a feeling of respect.

(ଯଥା—ଆଜି କାଲିକାର ଟୋକାଙ୍କ ଦଳରେ ଆମେ ମରହଟ୍ଟିଆ ଯାକ ପାଶଙ୍ଗରେ ପଡ଼ୁନାହୁଁ)