Jump to content

ପାଶଙ୍ଗରେ ପକାଇବା

ଉଇକିଅଭିଧାନ‌ରୁ

ପାଶଙ୍ଗରେ ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) ଖାତିର କରିବା —୧. To care for.
୨. ସମ୍ମାନ ଚକ୍ଷୁରେ ଦେଖିବା — ୨. To look upon with respect.
୩. ଅନୁରୋଧ ଆଦିକୁ ଗ୍ରାହ୍ୟ କରିବା — ୩. To pay heed to any request or advice.

(ଯଥା—ମୋ କଥାଟାକୁ ସେ ପାଶଙ୍ଗରେ ପକାଇଲା ନାହିଁ)