ପାଶମୁଦ୍ରା
ଦେଖଣା
ପାଶମୁଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତାନ୍ତ୍ରିକମାନଙ୍କ ବ୍ୟବହୃତ କରମୁଦ୍ରାବିଶେଷ — A posture of the fingers used by Tantra worshippers.
[ଦ୍ରଷ୍ଟବ୍ୟ —ପ୍ରତ୍ୟେକ ହାତରେ ତର୍ଜନୀ ଓ ବୃଦ୍ଧାଙ୍ଗୁଷ୍ଠର ଅଗ୍ରକୁ ବୃତ୍ତାକାରରେ ସଂଲଗ୍ନ କରି ଉକ୍ତ ବୃତ୍ତ ଦ୍ୱୟକୁ ପରସ୍ପର ସଙ୍ଗେ ବିପରୀତ ଦିଗରୁ ଛୁଆଁଇଲେ ପାଶମୁଦ୍ରା ହୁଏ ହିନ୍ଦୀ - ଶ. ]