ପାଶୀ
ଦେଖଣା
ପାଶୀ
ଉଚ୍ଚାରଣ
[ସମ୍ପାଦନା](ପାଶିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପାଶ+ଇନ୍; ୧ମା. ୧ବ)
[ସମ୍ପାଦନା]ପାଶସ୍ତ୍ରଧାରୀ — Armed with a noose.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବରୁଣ — ୧. The Ocean-god.
- ୨. ଯମ —୨. The God of death.
- ୩. ବ୍ୟାଧ —୩. A hunter or fowler.
- ୪. ଯେଉଁ ବ୍ୟକ୍ତି ଫାଶ ବସାଇ ପଶୁ ପକ୍ଷୀ ଆଦି ଧରେ — ୪. A person who catches birds and beasts by settings snares.
- ୫. ପ୍ରାଣ ଦଣ୍ଡରେ ଦଣ୍ଡିତ ବ୍ୟକ୍ତିର ଗଳାରେ ଯେଉଁ ହାଡ଼ି ପାଶ ବସାଏ (ହିନ୍ଦୀ - ଶ.) —୫. A public hangman.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଶ)
[ସମ୍ପାଦନା]ଫାଶ —Noose.
ଚିତ୍ତ ଲୁବ୍ଧକ ଲୋଭକୁ ପ୍ରକାଶି ବିସ୍ତାରିତ କରିଣ ବାହୁପାଶୀ ଭଞ୍ଜ. ପ୍ରେମସୁଧାନିଧି
ଦେଶଜ - ବିଶେଷଣ - (ସଂସ୍କୃତ - ପାର୍ଶ୍ୱବର୍ତ୍ତୀ)
[ସମ୍ପାଦନା]ପାର୍ଶ୍ୱବର୍ତ୍ତୀ; ନିକଟବର୍ତ୍ତୀ — Adjacent.
ବିଦୂରେ ସେ ପାଶୀ ହେଲା ଫାଶୀ ନୋହି ଉଭା—ଭଞ୍ଜ.ବୈଦେହୀଶବିଳାସ