Jump to content

ପାଶୁକ

ଉଇକିଅଭିଧାନ‌ରୁ

ପାଶୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବୈଦିକା)—(ପଶୁ+ଅକ)

[ସମ୍ପାଦନା]
୧. ପଶୁସମ୍ୱନ୍ଧୀୟ — ୧. Relating to animal (Apte).
୨. ଦେବତାଙ୍କୁ ଦିଆଯିବା ବଳିସମ୍ୱନ୍ଧୀୟ — ୨. Relating to a victim of sacrifice (Apte).