ପାଶ୍ଚାତ୍ୟ
ଦେଖଣା
ପାଶ୍ଚାତ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପଶ୍ଚାତ୍+ଭବ ଅର୍ଥେ. ଯ ବା ତ୍ୟ)
[ସମ୍ପାଦନା]- ୧. ପଶ୍ଚିମଦିଗସ୍ଥ; ପ୍ରତୀଚୀନ; ପ୍ରାତୀଚ୍ୟ — ୧. Western; occidential.
- ୨. ପଶ୍ଚାଦ୍ଦେଶରେ ଅବସ୍ଥିତ; ପଛଆଡ଼େ ଥିବା — ୨. Being behind; posterior; hind.
- ୩. ପରେ ଘଟିବା —୩. Subsequent.
- ୪. ପଶ୍ଚାଦଗତ; ପଛେ ଆସିବା — ୪. Coming; after.
- ୫. ପଶ୍ଚିମଦେଶୀୟ —୫. Belonging to the western countery or the western Hemisphere.
- ୬. ପଶ୍ଚିମଦେଶାଗତ — ୬. Hailing from the west.
- ୭. ଅନ୍ତିମ —୭. Last; ultimate.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଇଉରୋପୀୟ ବ୍ୟକ୍ତି — ୧. A European.
- ୨. ଯବନ —୨. A Mahomedan (coming to India from the west).
- ୩. ପଛଆଡ଼ —୩. The hind part.