ପାଶ୍ ବୁକ
(ପାଶ୍ ବହି—ଅନ୍ୟରୂପ)
ଡାକ ଘରେ କିମ୍ୱା ବ୍ୟାଙ୍କ୍ ଆଦିରେ ଟଙ୍କା ଜମା କରିଥିବା ଲୋକକୁ ଟଙ୍କା ଜମା କରିବାର ନିଦର୍ଶନ ରୂପେ ମିଳିବା ହିସାବ ବହି — Pass book (of any bank).