ପାଶ ପାଣି
ପାଶଧର, ପାଶହସ୍ତ, ପାଶଭୃତ୍ଅନ୍ୟରୂପ
ବରୁଣ — The Hindu God of ocean.
[ଦ୍ରଷ୍ଟବ୍ୟ —ବରୁଣ ଦେବତା ହାତରେ ଗୋଟିଏ ପାଶ ଧରିଥାଆନ୍ତି]
ପାଶ ରୂପ ଅସ୍ତ୍ରଦ୍ୱାରା ସଜ୍ଜିତ — Armed with a noose.