Jump to content

ପାଷାଣ ଦାରକ

ଉଇକିଅଭିଧାନ‌ରୁ

ପାଷାଣ ଦାରକ

ଉଚ୍ଚାରଣ

[ସମ୍ପାଦନା]

(ପାଷାଣଦାରଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପଥର ଭେଦ କରିବାର ଶସ୍ତ୍ରବିଶେଷ; ଟାଙ୍ଗିଆ —୧. An axe for piercing stones.
୨. ପଥର କାଟିବା ବଳୀ; ପଥୁରିଆଙ୍କ ସଜ — ୨. A stone cutter's chisel.