Jump to content

ପାଷାଣ ହୃଦୟ

ଉଇକିଅଭିଧାନ‌ରୁ

ପାଷାଣ ହୃଦୟ

ଉଚ୍ଚାରଣ

[ସମ୍ପାଦନା]
(ପାଷାଣ ହୃଦୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପାଷାଣ+ହୃଦୟ)

[ସମ୍ପାଦନା]

କଠିନ ହୃଦୟ — Cruel heart.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ନିଷ୍ଠୁର — Cruel; stone-hearted; hard-hearted.