Jump to content

ପାସୋର

ଉଇକିଅଭିଧାନ‌ରୁ

ପାସୋର

ଉଚ୍ଚାରଣ

[ସମ୍ପାଦନା]

ପାସର, ପାସୁର ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିସ୍ମରଣ; ପ୍ରା. ବିମ୍ହରଣ; ବିସ୍ମରଣ)

[ସମ୍ପାଦନା]

ବିସ୍ମୃତି; ବସ୍ମରଣ; କୌଣସି ବିଷୟ ଭୁଲିଯିବା — Forgetting; oblivion; forgetfulness.

ଦେଶଜ - ବିଶେଷଣ -

[ସମ୍ପାଦନା]

ବିସ୍ମୃତ —Forgotten.