ପାସୋରା
ଦେଖଣା
ପାସୋରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପାସୋରା ହେବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାସୋର (ଦେଖ) - Pāsora (See)
ଦେଶଜ - ବିଶେଷଣ - (ସଂସ୍କୃତ - ବିସ୍ମରଣ)
[ସମ୍ପାଦନା]- ୧. ବିସ୍ମରଣଶୀଳ —୧. Forgetful.
- ୨. (ଅନ୍ୟ ଶବ୍ଦ ପରେ ଲାଗେ ଯଥା—ଦୁଃଖପାସୋରା; ଶୋକପାସୋରା) ଯେ (ଦୁଃଖଆଦିକୁ) ପାସୋରାଇ ଦିଏ — ୨. Causing to forget (one's sorrow).
ପାସୋରିବ ଦେଖି, କହ; କେହୁ ଜନ ଏ ଶୋକ ପାସୋରା ଅପ୍ସରାଭୁବନ ରାଧାନାଥ. ଚିଲିକା